ପାଟଣା: କେନ୍ଦୁଝର ଠାରେ ଯୁବ କଂଗ୍ରେସ ତରଫରୁ ୬୫ତମ ଭାରତୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
ଦେଶରେ ଯୁବକ ଓ ଛାତ୍ର ମାନଙ୍କୁ ମୁଖ୍ୟସୌତ୍ରରେ ସାମିଲ କରିବା ଏବଂ ନିଜେ ନିଜ ଅଧିକାର ବିଷୟରେ ଅବଗତ ପାଇଁ ପୁରାତନ ରାଜନୈତିକ କଂଗ୍ରେସ ଦଳ ପକ୍ଷରୁ ୧୯୬୦ ମସିହାରେ ଭାରତୀୟ ଯୁବ କଂଗ୍ରେସ ନାମରେ ଏକ ସ୍ୱତନ୍ତ୍ର ଯୁବ ସଂଗଠନ ଗଠନ କରିଥିଲେ l ଆଜି ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ଠାରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ଅଧ୍ୟକ୍ଷତାରେ ୬୫ତମ ଭାରତୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଏବଂ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି l