ଛତ୍ରପୁର: ବ୍ରହ୍ମପୁର ବଡ଼ ବଜାର ଥାନା କାଳୁ ପାତ୍ର ସାହିରେ ଘରେ ପଶି ଚୋରି କରିବାକୁ ଚେଷ୍ଟା ବେଳେ ୨ ଯୁବକଙ୍କୁ କାବୁ କଲେ ସାହି ବାସିନ୍ଦା
Chhatrapur, Ganjam | Aug 18, 2025
ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଜଣ ଯୁବକଙ୍କୁ କାବୁ କଲେ ସାହି ବାସିନ୍ଦା ।ସୋମବାର ସକାଳ ୯ ଘଣ୍ଟା ସମୟରେ ୨ ଯୁବକ କାଳୁ...