ମାଲକାନଗିରି: ବାଲିମେଳା ବନ ବିଭାଗ ପକ୍ଷରୁ ଉଦଘାଟିତ ହେଲା ମା ପାଇଁ ଗଛଟିଏ ସଚେତନତା ରଥ, ଉଦ୍ଘାଟନ କଲେ ଚିତ୍ରକୋଣ୍ଡା ବିଧାୟକ
Malkangiri, Malkangiri | Sep 5, 2025
ମାଲକାନଗିରି ଜିଲ୍କା ବାଲିମେଳା ବନ ବିଭାଗ ଆଜି ସକାଳ ୧୦ ଟା ସମୟରେ ବାଲିମେଳା ବନାଞ୍ଚଳ ବିଭାଗ ପକ୍ଷରୁ ଜିଲ୍ଲା ସହକାରୀ ବନ ସଂରକ୍ଷକ...