ସୁକିନ୍ଦା: ମାଧପୁର ପାଖ ରେଲୱେ ବ୍ରିଜ ରାସ୍ତାରେ ବାଇକ ଦୁର୍ଘଟଣା ଯୁବକ ଗୁରୁତର
Sukinda, Jajpur | Nov 12, 2025 ସୁକିନ୍ଦା ବ୍ଲକ ଅନ୍ତର୍ଗତ ମାଧପୁର ପାଖ ରେଲୱେ ବ୍ରିଜ ରାସ୍ତାରେ ବାଇକ୍ ଦୁର୍ଘଟଣା ଯୁବକ ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମାଧପୁର୍ ପାଖ ରେଲୱେ ବ୍ରିଜ ରାସ୍ତାରେ ବାଇକ୍ ଦୁର୍ଘଟଣା ବନ୍ଧଗାଁ ପଞ୍ଚାୟତ ମାଣତିରା ଗ୍ରାମର ବାସିନ୍ଦା ଯୁବକ ଜ୍ୟୋତିରଞ୍ଜନ ମହାନ୍ତ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବୁଧବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି ।