ଛେଣ୍ଡିପଦା ଗୋପୀନାଥପୁର ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବରେ ଯୋଗ ଦେଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ନିଜ ଉଦବୋଧନ ରେ ବିଧାୟକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସ୍ଵାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦେଇଥିଲେ l ଏହା ସହ ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥା ଯାହା ଆବଶ୍ୟକତା ଅଛି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।