କୋଟପାଡ: କୋଟପାଡ଼ ଦୌନିକ ବଜାରର ବିଭିନ୍ନ ସମସ୍ୟା କୁ ନେଇ ସ୍ଥିତି ଅନୁଧ୍ୟାନ କଲେ ସ୍ଥାନୀୟ ବିଧାୟକ ରୁପୁ ଭତ୍ରା l
Kotpad, Koraput | Oct 20, 2025 କୋଟପାଡ଼ ଦୌନିକ ବଜାରର ବିଭିନ୍ନ ସମସ୍ୟା କୁ ନେଇ ସ୍ଥିତି ଅନୁଧ୍ୟାନ କଲେ ସ୍ଥାନୀୟ ବିଧାୟକ ରୁପୁ ଭତ୍ରା l କୋଟପାଡ଼ ବିଧାୟକ ରୁପୁ ଭତ୍ରା ସ୍ଥାନୀୟ ଦୌନିକ ବଜାରରେ ସମବାର ମଧ୍ୟହ୍ନ ବାରଟା ସମୟରେ ପହଂଚି ପରିବା ବେପାରୀ ଏବଂ ଅନ୍ୟନ୍ୟ ବେପରୀ ଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ରାସ୍ତା କଢ଼ ରେ ବସିଥିବା ମହିଳା ବେପାରୀ ଙ୍କୁ ଭେଟି ସୁଭଦ୍ରା ଯୋଜନାରେ ଟଙ୍କା ପାଇଲେ କି ନାହିଁ ପଚାରି ବୁଝିଥିଲେ l ସେହିପରି ଅନ୍ୟନ୍ୟ ଦୋକାନି ଙ୍କୁ ମଧ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l