ଏସ ବି ଆଇ କୋଷାଗୁମୁଡା ପକ୍ଷରୁ ପଣ୍ଡୁଗୁଡା ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରାଜଡ଼ା ପକ୍ଷରୁ ରାଜଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆର. ବି.ଆଇ ନିର୍ଦେଶ ମୁତାବକ ଆର୍ଥିକ ଓ ଡିଜିଟାଲ ସାକ୍ଷାରତ ଉପରେ ସଚେତନତା କାର୍ଯ୍ୟକ୍ରମ ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଆର. ବି.ଆଇ ନିର୍ଦେଶ ମୁତାବକ ବ୍ୟାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରତେକ ଜିଲ୍ଲାରେ ପଞ୍ଚାୟତ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l