ବଲାଙ୍ଗୀର: ଛିନ୍ଦ୍ରାପଲି ଗ୍ରାମରୁ ଅଭିଯୁକ୍ତ ଗିରଫ, ମହୁଲି ଲିକର ଓ ବାଇକ୍ ଜବତ
ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଧୀନ ଛିନ୍ଦ୍ରାପଲି ଗ୍ରାମର ୩୮ ବର୍ଷୀୟ ସରୋଜ ସାହୁଙ୍କୁ ପୋଲିସ ଗିରଫ କରି ଆଜି ଆଦାଲତକୁ ଫରୱାର୍ଡ କରିଛି। ସେ, ଅଗଳପୁର ଥାନା କେସ୍ ନମ୍ବର 161/25 ରେ ଜଡିତ ଥିବା ସହିତ, ଚୋରାଚାଳାନ କରୁଥିବା ବେଳେ 20 ଲିଟର ଅବୈଧ ଦେଶୀ ମହୁଲି ଲିକର ଓ ଗୋଟିଏ Hero HF Deluxe ବାଇକ୍ ପୋଲିସ ଜବତ କରିଛି। ଅଭିଯୁକ୍ତ ଛିନ୍ଦ୍ରାପଲିରୁ ଅଗଳପୁରକୁ ମଦ୍ୟ ପରିବହନ କରୁଥିବା ବେଳେ ଧରାପଡ଼ିଥିଲେ। ସୂଚନା ଟି ଆଜି ରାତି ୯ଟା ସମୟ ଥାନା ପକ୍ଷରୁ ସୂଚନା ଦିଆ ଯାଇ ଛି