Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

କୋଟପାଡ: ପୁନଃଗଠନକୁ ନେଇ ଲଷ୍ମୀ ମହାସଙ୍ଘର ଅଭିଯୋଗକୁ ଖଣ୍ଡନ କଲା ଜିପିଏଲଏଫ ସଙ୍ଘ, ଏନେଇ ଆଜି ବୈପାରୀଗୁଡା ବ୍ଲକ ଅଫିସରେ ସଙ୍ଘ ରଖିଲା ପ୍ରତିକ୍ରିୟା

Kotpad, Koraput | Sep 28, 2025
ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପୁନଃଗଠନକୁ ନେଇ ମହଲଷ୍ମୀ ମହାସଙ୍ଘ ଅଭିଯୋଗ କୁ ଖଣ୍ଡନ କଲା ଜିପିଏଲଏଫ ସଙ୍ଘ, ଏନେଇ ଆଜି ମଧ୍ୟହ୍ନ ବାରଟା ସମୟରେ ସଙ୍ଘ ରଖିଲା ପ୍ରତିକ୍ରିୟା l ସୂଚନା ଥାଉକି,ସରକାରୀ ନିୟମ ଅନୁଯାଇ ଜିପିଏଲଏଫ କର୍ମକର୍ତ୍ତା ସାୟଂ ସହାୟକ ଗୋଷ୍ଟିର ପୁନଃଗଠନ କରିଛନ୍ତି, ଯାହାକୁ ନେଇ  ମହଲଷ୍ମୀ ମହାସଙ୍ଘ ଅଭିଯୋଗ ଆଣି ଥିଲା l ଏନେଇ ବିଡ଼ିଓ ଙ୍କୁ ଦାବୀ ପତ୍ର ଦେଇଥିଲେ l କିନ୍ତୁ ଏହି ଅଭିଯୋଗ କୁ ଖଣ୍ଡନ କରି ଆଜି ଜିପିଏଲଏଫ ସଙ୍ଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରତିକ୍ରିୟା ରଖିଲେ ସଙ୍ଘର କର୍ମକର୍ତ୍ତା l

MORE NEWS