ନୂଆପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାରି ଜିଲ୍ଲା ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ କଲା ଜିଲ୍ଲା ଓକିଲ ସଂଘ
Nuapada, Nuapada | Aug 19, 2025
ନୂଆପଡ଼ା ଜିଲ୍ଲା ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ଆଜି ଜିଲ୍ଲା ଓକିଲ ସଂଘ ସମର୍ଥନ ଜଣାଇଛି।ଆଜି ଦିନ ଏଗାରଟା ସମୟରେ ଜିଲ୍ଲା ଓକିଲ ସଂଘ...