ଭଞ୍ଜନଗର: ଭଞ୍ଜନଗର ଥାନାରେ ମୋବାଇଲ ମେଳା ଅନୁଷ୍ଠିତ ଅତିରିକ୍ତ ଏସପି ରଖିଲେ ନିଜର ମତାମତ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପରିସରରେ ମୋବାଇଲ ମେଳା ଅନୁଷ୍ଠିତ ହୋଇ ଯାଇଛି । ହଜି ଯାଇଥିବା ମୋବାଇଲ କୁ ଉଦ୍ଧାର କରି ମାଲିକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆଜି ଚାରିଘଣ୍ଟ ସମୟରେ ଅତିରିକ୍ତ ଏସପି କଣ ମତାମତ ପ୍ରଦାନ କରିଛନ୍ତି ସୁଣନ୍ତୁ ।