ଝାରସୁଗୁଡା: ପୁରୁଣା ଅଢ଼ାପରା ସ୍ଥିତ ପଶ୍ଚିମେଶ୍ୱର ଶିବ ମନ୍ଦିର ଶିବଲିଙ୍ଗ ନିକଟରେ ଏକ ନାଗ ସାପ, ଶ୍ରଦ୍ଧାଳୁ ପହଞ୍ଚି କଲେ ପୂଜାର୍ଚ୍ଚନା
Jharsuguda, Jharsuguda | Sep 2, 2025
ଶିବ ମନ୍ଦିର ଶିବଲିଙ୍ଗ ନିକଟରେ ଏକ ନାଗ ସାପ ରହିଥିବା ଦେଖି ମନ୍ଦିରରେ ଅଞ୍ଚଳର ଜନସାଧାରଣ ପହଞ୍ଚି କଲେ ପୂଜାର୍ଚ୍ଚନା। ଝାରସୁଗୁଡା ଜିଲ୍ଲା...