ସାଲେଭଟାରୁ ଆସୁଛି ଏକ ମର୍ମାନ୍ତୁଦ ଖବର। ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ପୋଲ ଉପରେ ଟାଟାଏସ ଗାଡିର ଧକ୍କାରେ ବାଇକ୍ ଆରୋହୀ କାକା–ପୁତୁରାଙ୍କ ମୃତ୍ୟୁ ହୋଇଛି। ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରୁ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ଭଜନ ବାଗ (୩୨) ଓ ତାଙ୍କ ପୁତୁରା ପାର୍ଥ ବାଗ (୧୪) ବାଇକ୍ରେ ଲୋଇସିଂହାକୁ ଯାଉଥିବା ବେଳେ ବୀପରୀତ ଦିଗରୁ ଆସୁଥିବା ଗାଜର ବୋଝେଇ ମହିନ୍ଦ୍ରା ସୁପ୍ରୋ ଗାଡି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା