Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବଲାଙ୍ଗୀର: ଗଜବାହାଲରେ ଦୁର୍ଘଟଣା କୁକୁର ସହ ବାଇକ ଧକ୍କା, ହିନ୍ଦୀ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Balangir, Balangir | Nov 1, 2025
ଗଜବାହାଲ ଠାରେ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା — କୁକୁର ସହ ବାଇକ ଧକ୍କା ହେବାରୁ ବାଇକରୁ ଖସି ପଡି ଗଜବାହାଲ ସ୍କୁଲ ର ହିନ୍ଦୀ ଶିକ୍ଷୟିତ୍ରୀ ତପସ୍ୱିନୀ ସାହୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ, ବଲାଙ୍ଗୀରକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଶୋକର ଛାୟା ଓ ସହକର୍ମୀ ଶିକ୍ଷକମାନଙ୍କ ମଧ୍ୟରେ ଶୋକର ତରଙ୍ଗ ବ୍ୟାପିଛି।

MORE NEWS