ବାଲିକୁଦା: ଏରସମା ବ୍ଲକ ଚଟୁଆ ଛକ ନିକଟସ୍ଥ ରେ ତଳକୁ ଖସିଲା ହ୍ଵାଇବା ଗାଡି l
ଏରସମା ବ୍ଲକ ଚଟୁଆ ଛକ ନିକଟସ୍ଥ ରେ ତଳକୁ ଖସିଲା ହ୍ଵାଇବା ଗାଡି ମଙ୍ଗଳବାରେ ଦିନ 1ଘଟିକା ସମୟରେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରୁ ହ୍ଵାଇବା ଗାଡି ଯାଇଥିବା ବେଳେ ଅନ୍ୟ ପଟୁ ବାଇକି ଆଗକୁ ପଶି ଯିବାରୁ ହ୍ଵାଇବା ଗାଡି ଭାରସ୍ୟମ ହରାଇ ରାସ୍ତା ତଳକୁ ଖସିପଡି ଥିବା ସୂଚନା ମିଳିଛି ଗାଡିର ଡାଇଭର ସାମନ୍ୟ ଆହତ ହେଇଥିବା ସୂଚନା ମିଳିଛି ।