କିଟନାସକ ଔଷଧ ଖାଇ କଣ୍ଟାମାଳ ଅଞ୍ଚଳର ଜଣେ ଯୁବକ ଗୁରୁତର ସଦର ଡାକ୍ତରଖାନାରେ ଭର୍ତ୍ତି। ଆଜି ଅପରାହ୍ନ ରେ ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳର ଜଣେ ବ୍ୟକ୍ତି କୋଣସି କାରଣ ବସତ ମାନସିକ ଚାପରେ ଆସି କିଟନାସକ ଔଷଧ ଖାଇ ଦେଇଥିଲେ।ପରେ ପରିବାର ଲୋକେ ଯାଣିପାରି ତାଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସଦର ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ