ଜୁନାଗଡ: ମହାଳିଙ୍ଗ ଦୁର୍ଗାପୂଜା ରେ ଗାଡିପୂଜା ସହିତ ଶେଷ ଆଳତି ଓ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମହାଳିଙ୍ଗ ଦୁର୍ଗାପୂଜା ରେ ଗାଡିପୂଜା ସହିତ ଶେଷ ଆଳତି ଓ ବିସର୍ଜନ କାର୍ଯ୍ୟକ୍ରମ ଆଜି 2ତାରିଖ ଗୁରୁବାର ସକାଳ 11ରୁ ଗାଡି ପୂଜା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଆଳତି ଓ ବିସର୍ଜନ ସପୂର୍ଣ ହୋଇଛି ତେବେ ଆଜି ବିଜୟା ଦଶମୀ ପାଇଁ ସକାଳୁ ଗାଡିପୂଜା ହୋଇଥିବା ବେଳେ ସନ୍ଧ୍ୟା ରେ ଆଳତି ଓ ବିସର୍ଜନ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଏହାର ଭସାଣି ଯାତ୍ରା ଧୁମ ଧାମ ରେ ପାଳିତ ହେବା ନେଇ କମିଟି ସୂତ୍ର ରୁ ପ୍ରକାଶ