ଡାବୁଗାଁ: ପାପଡାହାଣ୍ଡି ଲହରା ସାହିରେ ଲଗାଣ ବର୍ଷା ଯୋଗୁଁ ଵୃଦ୍ଧାଙ୍କ ଘରର କାନ୍ଥ ଭାଙ୍ଗିବା ଘଟଣା, ବିଡ଼ିଓଙ୍କ ନିର୍ଦେଶରେ ତଦନ୍ତ
Dabugan, Nabarangpur | Aug 19, 2025
ପାପଡାହାଣ୍ଡି ଲହରା ସାହିରେ ଗତ କାଲି ସନ୍ଧ୍ୟାରେ ଲଗାଣ ବର୍ଷା ଯୋଗୁଁ କୁସୁମ ବିନ୍ଧାଣିଙ୍କ ଘରର କାନ୍ଥ ଭାଙ୍ଗି ଆହତ ଘଟଣାରେ ଆଜି ବିଡ଼ିଓ...