ନବରଙ୍ଗପୁର ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପୂର୍ବାହ୍ନ 11 ଟା ରେ ଜିଲ୍ଲା ସ୍ତରୀୟ FLN -TLM ପ୍ରଦର୍ଶନୀ ଓ Reserve Bank of India ଭୁବନେଶ୍ୱର ଶାଖା ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ସତ୍ୟନାରାୟଣ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶିକ୍ଷଣ ସାମଗ୍ରୀ ମେଳା ରେ ଜିଲ୍ଲା ର ସମସ୍ତ ୧୦ଟି ବ୍ଲକ ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।