କଟକ ପୌରାଞ୍ଚଳ: ବନ୍ଦାଳ ଛକ ୧୬ ନମ୍ବର ଜାତୀୟ ରାଜପଥରେ ବିଲାତି ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବୁଧବାର ଓଲଟି ପଡ଼ିବାରୁ ଚାଳକ ଜଣଙ୍କ ଆହତ ହୋଇଛନ୍ତି।
Cuttack M Corp PS, Cuttack | Aug 27, 2025
ବନ୍ଦାଳ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବିଲାତି ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବୁଧବାର ଦିନ ୪ଟାରେ ଓଲଟି ପଡ଼ିବାରୁ ଚାଳକ ଜଣଙ୍କ ଆହତ...