ଉମରକୋଟ: ବାତ୍ୟା ଭୟରେ ଅଧା ସୁଖା ମକା ସାଇତି ରଖୁଛି ଚାଷୀ।
PLACE_UMARKOTE Date _28.10.2025 ବାତ୍ୟା "ମୋନ୍ଥା" ଏବେ ଚାଷୀ ଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘର ଅଞ୍ଚଳରେ ପ୍ରଚୁର ପରିମାଣରେ ମକା ଚାଷ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହି ଅଞ୍ଚଳରେ ଭଲ ମକା ଚାଷ ହୋଇଛି । ମକା ଭଙ୍ଗା ସହ ଛଡ଼ା ମଧ୍ୟ ସରିଛି । ବର୍ତ୍ତମାନ୍ ଶୁଖିବା ସମୟ । କିନ୍ତୁ ମକା ଭଲ ଭାବରେ ସୁଖିନାହି । ବାତ୍ୟା ଖବର ପାଇବା ପରେ ଭୟ ଓ ଆତଙ୍କର ରେ ଚାଷୀ । ଯଦି ଭୀଷଣ ବର୍ଷା ହୁଏ ତାହେଲେ ମକା ସବୁ ନଷ୍ଟ ହେଇଯିବ । ଏହି କାରଣ ରୁ ଚାଷୀ ତରବରିଆ ଭାବରେ ଅଧା ଶୁଖିଲା ମକା କୁ ସାଇତି ରଖିବା ରେ ବ୍ୟସ୍ତ ଅଛି । ବର୍ଷା ପୂର୍ବରୁ ମକ