Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

କେନ୍ଦୁଝର ସହର: ଖପରଖାଇ ଠାରେ ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ ଅନୁଷ୍ଠିତ, ମୋଦୀଙ୍କ ଗ୍ୟାରେଣ୍ଟି ଓ ପତ୍ର ବଣ୍ଟନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନଗରମଣ୍ତଳ ସ୍ଥିତ ଖପରାଖାଇ ଠାରେ ଆଜି ଅପରାହ୍ନ ପ୍ରାୟ ୫ଟାରୁ ୬ଟା ଯାଏଁ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଖପରାଖାଇ ସ୍ଥିତ ସମସ୍ତଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ସହ ବିଭିନ୍ନ ଯୋଜନାର ପତ୍ର ବଣ୍ଟନ କରଯାଇଛି । ଏହି ଅବସରରେ ମୋଦିଜୀଙ୍କ ବିକାଶ କାର୍ଯ୍ୟ ଏବଂ ଦକ୍ଷ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଅନେକ ମହିଳା ବିଜେପିରେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମହେଶ୍ୱର ସାହୁ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ