ଗତକାଲି ହରିଶଙ୍କର ଛକରେ ଏକଧାନ ବୋଝେଇ ଟ୍ରକ ରୁ ଦୁଇ ବସ୍ତା ଧାନ ଚୋରି ହୋଇ ଥିବାର ଅଭିଯୋଗ ଟ୍ରକ ଡ୍ରାଇଭର ଖପ୍ରାଖୋଲ ଥାନା ରେ କରିଥିଲେ ।ପୋଲିସ ଘଟଣାର ତଦନ୍ତ କରି କାହ୍ନୁ ପ୍ରଧାନ ପ୍ରକାଶ ବେହେରା ଏବଂ ଡିଙ୍ଗର ଧରୁଆ ଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟା ୬ଟାସମୟରେ କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ।