ପିଲାଙ୍କୁ ପାଠ ପଢ଼ାଇଲେ ମତ୍ସ ପଷୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ l ଗଞ୍ଜାମ ପୋଲସରା ବ୍ଲକ ଗୋଚ୍ଛାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ଗ୍ରସ୍ତ କରିଛନ୍ତି ମନ୍ତ୍ରୀ l ସେ ବିଦ୍ୟାଳୟ ର ପଞ୍ଚମ ଓ ସପ୍ତମ ଶ୍ରେଣୀ କୁ ଯାଇ ଛତ୍ର ଛାତ୍ରୀ ଙ୍କ ପାଠ ପଢ଼ା ବିଷୟ ରେ ପଚାରିଥିଲେ l ଛତ୍ର ଛାତ୍ରୀ ପାଠ ପଢ଼ାରେ ଦୃବଳ ଥିବା ଦେଖି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଗିତ କରିବା ସହ ଶିକ୍ଷକ ଙ୍କ ସହ ପିଲାଙ୍କୁ ପାଠ ପଢ଼ାଇଥିଲେ ମନ୍ତ୍ରୀ l