ବଲାଙ୍ଗୀର (୧ ନଭେମ୍ବର) – ବଲାଙ୍ଗୀର ଦିନ ଉପଲକ୍ଷେ ଆଜି ତୁଳସୀନଗର ଦୁର୍ଗାପୂଜା କମିଟି ତରଫରୁ ଏକ ସୁନ୍ଦର ଚିତ୍ରଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ତୁଳସୀନଗରପଡ଼ା ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନେକ ଶିଶୁ ଓ ଯୁବଶ୍ରେଣୀ ଉତ୍ସାହଭରିତ ଭାବେ ଯୋଗଦେଇ ବଲାଙ୍ଗୀର ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରିବେଶ ଭିତ୍ତିକ ଚିତ୍ର ଅଙ୍କନ କରିଥିଲେ । ଆୟୋଜକମାନେ କହିଛନ୍ତି, ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ନିଜ ଜିଲ୍ଲା ଓ ସଂସ୍କୃତି ସହିତ ଜୁଡ଼ି ରଖିବା । ବିଜେତା ପ୍ରତିଭାଗୀମାନଙ୍କୁ ସ୍ମୃତିଚିହ୍ନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯିବ ।ବୋଲି ଆୟୋଜକ କମିଟି ପକ୍ଷରୁ