ଧର୍ମଗଡ: ଦଳିତ ଆଦିବାସୀ ନିର୍ଯ୍ୟାତନା ଆଈନ ସଂଶୋଧନ ଆଦେଶ ପ୍ରତ୍ୟାହାର ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
Dharamgarh, Kalahandi | Sep 10, 2025
ଗତ 30 ତାରିଖ ଦିନ ଓଡିଶା ସରକାରଙ୍କ ଗୃହ ବିଭାଗ ତରଫରୁ ଏହି ଦାୟିତ୍ୱ ଡ଼ିଏସପି ବଦଳରେ ଇନ୍ସପେକ୍ଟର କିମ୍ବା ସବ- ଇନ୍ସପେକ୍ଟର ନିର୍ବାହ...