ବଲାଙ୍ଗୀର: ତେରେସିଂହା ଗ୍ରାମରେ
ନାବାଳିକାର ସନ୍ଦେହଜନକ ମୃତ୍ୟୁ ସର୍ପଦଂଶନ ଆଶଙ୍କା
ତେରେସିଂହା ଗ୍ରାମରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ – ସର୍ପଦଂଶନ ଆଶଙ୍କା କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକର ତେରେସିଂହା ଗ୍ରାମରେ ୧୨ ବର୍ଷର ନାବାଳିକା ପୁର୍ଣିମା ରଣାଙ୍କର ମୃତ୍ୟୁ ଘଟିଛି। ହଟାତ୍ ଭାବେ ସେ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ, ଡାକ୍ତରମାନେ ସେଠାରେ ପହଞ୍ଚିଲାବେଳେ ପୁର୍ଣିମାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ସର୍ପଦଂଶନରେ ମୃତ୍ୟୁ ଘଟିଥିବା ସନ୍ଦେହ ଉଠାଯାଇଛି। ତଥାପି, ମୃତ୍ୟୁର ସଠିକ କାରଣ ଖୋଜିବା ପାଇଁ ଭୀମ ଭୋଇ ଚିକିତ୍ସାଳୟ ପକ୍ଷରୁ