ବଡସାହି: ବୈଶିଙ୍ଗାଥାନା ଇଲାକାରେ ମହିଳା ଘରେ ଶୋଇଥିବାବେଳେ ଅସଦାଚରଣ ଓ ଅର୍ଦ୍ଧଉଲଗ୍ନକରି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ,ଅଭିଯୁକ୍ତ ଦିଅର ନାମରେ ମାମଲାରୁଜୁ
Barsahi, Mayurbhanj | Jul 28, 2025
ବୈଶିଙ୍ଗା ଥାନା ଇଲାକାରେ ଜନୈକା ମହିଳାଙ୍କୁ ତାଙ୍କର ଦିଅର ଅର୍ଦ୍ଧ ଉଲଗ୍ନକରି ଅସଦାଚରଣ ସାଙ୍ଗକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସୋମବାର ରାତି...