ମୋରଡା: ମୋରଡା ବଜାର ଏବଂ ନୂଆଗାଁ ଗ୍ରାମରେ ଚଢାଉ କରି ଚୋରାଦେଶିମଦ ସମେତ ୨ଟି ମୋଟର ସାଇକେଲ ଜବତ ମାମଲାରେ ଗିରଫ ୪ ଅଭିଯୁକ୍ତ କୋର୍ଟଚାଲାଣ
Muruda, Mayurbhanj | Jul 22, 2025
ମୋରଡା ଅବକାରୀ ଥାନା ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ମୋରଡା ବଜାର ସମେତ ନୂଆଗାଁ ଗ୍ରାମରେ ପୃଥକ ଭାବେ ଚଢ଼ାଉକରି ଦୁଇବାଇକ ଏବଂ ୭୦ଲିଟର...