ବାରିପଦା ମ୍ୟୁନିସିପାଲଟି: ଏଆଇ କ୍ୟାମେରା ପୁଣି ଧରାଇଲା ମାଙ୍କଡପଦା ଓ ଲାବଣ୍ୟଦେଇପୁର ଗ୍ରାମର ୨ଜଣ ଶିକାରୀ; ୨ଟି ଦେଶୀ ବନ୍ଧୁକ ସହ ଧନୁ ଓ ତୀର ଜବତ
Baripada M, Mayurbhanj | Sep 9, 2025
ଏଆଇ କ୍ୟାମେରା ସହାୟତାରେ ପୁଣି ୨ଜଣ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ...