ରାୟଗଡା: ୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସହାତରେ ବିଷମକଟକବ୍ଲକ ସିଡିପିଓ ଓ କିରାଣୀ ଉଭୟଙ୍କୁ ଜେରା,ସୂଚନା ଦେଲେ ରାୟଗଡ଼ା ଭିଜିଲାନ୍ସ ବିଭାଗ
Rayagada, Rayagada | Jun 23, 2025
ରାୟଗଡ଼ା ଜିଲ୍ଲା ବିଷମ କଟକ ସିଡିପିଓ ଏବଂ ତାଙ୍କ କିରାଣୀ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ , ଅଙ୍ଗନୱାଡ଼ି କର୍ମୀ...