ଜଗତସିଂହପୁର: ହାଟବଜାର ଛକ ନିକଟରୁ ବ୍ରାଉନସୁଗାର ଜବତ ନେଇ ଜଗତସିଂହପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରତିକ୍ରିୟା ରଖିଲେ ଏସ୍ପି
Jagatsinghapur, Jagatsinghpur | Sep 12, 2025
ଜଗତସିଂହପୁର ପୋଲିସ ଦ୍ୱାରା ହାଟବଜାର ଛକ ନିକଟରେ ବ୍ରାଉନସୁଗାର ଜବତ ଓ ଜଣେ ଅଭିଯୁକ୍ତ ଗିରଫ ସମ୍ପର୍କରେ ସୂଚନା ଦେଇ ପ୍ରତିକ୍ରିୟା ରଖିଲେ...