ଜୁନାଗଡ: ମହାଳିଙ୍ଗ ଠାରେ ଭାଇ ଜିଉଁତିଆ ଓଷା ଧୁମ ଧାମ ରେ ପାଳିତ
ମହାଳିଙ୍ଗ ଠାରେ ଭାଇ ଜିଉଁତିଆ ଓଷା ଧୁମ ଧାମ ରେ ପାଳିତ ଆଜି 29ତାରିଖ ସୋମବାର ସନ୍ଧ୍ୟା 7ଟାରେ ମହାଳିଙ୍ଗ ଠାରେ ଭାଇ ଜିଉଁତିଆ ଓଷା ଧୁମ ଧାମରେ ପାଳିତ ହୋଇଯାଇଛି ଗାଁ ର ଶତାଧିକ ଝିଅ ଓ ମହିଳା ମାନେ ପ୍ରଥମେ ଉଦନ୍ତୀ ନଦୀକୁ ଯାଇ ସେଇଠୁ ଆସିଲା ପରେ ଜଗନ୍ନାଥ ମନ୍ଦିର ଠାରେ ଏକାଠି ହୋଇ ପାଳିତ କରିଛନ୍ତି