କଟକ ପୌରାଞ୍ଚଳ: ହ୍ୟୁଜ୍ ଇଣ୍ଡିଆ ଆପ୍ ଠକେଇ ଘଟଣାରେ ମଙ୍ଗଳବାର ଟାଙ୍ଗୀ ପୋଲିସ କୁସୁନପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
Cuttack M Corp PS, Cuttack | Sep 2, 2025
ହ୍ୟୁଜ୍ ଇଣ୍ଡିଆ ଆପ୍ ମାଧ୍ୟମରେ ଲୋକଙ୍କୁ ଫସାଇ କୋଟିକୋଟ ଟଙ୍କା ଲୁଟିଥିବା ଏକ ର୍ୟାକେଟ୍ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଟାଙ୍ଗୀ ପୁଲିସ...