ଛତ୍ରପୁର: ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗରରେ ପୋଲିସ ଅଧିକାରୀଙ୍କ ପୁଅକୁ ଆକ୍ରମଣ ଘଟଣା, ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ୫ ଅଭିଯୁକ୍ତ ଗିରଫ
Chhatrapur, Ganjam | Aug 22, 2025
ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗରରେ ରହୁଥିବା ପୁଲିସ ଏସଆଇଙ୍କ ପୁଅ ପ୍ରତିମଚନ୍ଦ୍ର ତ୍ରିପାଠୀଙ୍କୁ ପଥର ଛେଚି ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ...