ନର୍ଲା: ତେରଲୋ ଗ୍ରାମର ରଜନୀ ସା ନାମକ ମହିଳା ଙ୍କୁ ସାର ଦୋକାନୀ ଅଭଦ୍ର ଭାଷା ରେ ଗାଳିଗୁଲଜ କରିଥିବା କୁ ନେଇ ଆଜି ଥାନାରେ ଅଭିଯୋଗ
Narala, Kalahandi | Aug 7, 2025
ସୂଚନା ଯୋଗ୍ୟ ଆଜି ଗୁରୁବାର ଦିନ ନର୍ଲା ଥାନା ଅନ୍ତର୍ଗତ ତେର ଲୋ ଗ୍ରାମର ରଜନୀ ସା ନାମକ ମହିଳା ସ୍ଥାନୀୟ ଗ୍ରାମର ଜଣେ ସାର ଦୋକାନୀ ଙ୍କ ପାଖକୁ...