ଛତ୍ରପୁର: ଚମାଖଣ୍ଡି ଠାରେ କିଆ ଫୁଲ ଅତର ଭାଟିର ବର୍ଜ୍ୟଜଳ ନିଷ୍କାସନ ହେଉଥିବା କେନାଲକୁ ପରିଦର୍ଶନ କଲେ ଛତ୍ରପୁର ବିଧାୟକ
Chhatrapur, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମାଖଣ୍ଡି ଠାରେ କିଆ ଫୁଲ ଅତର ଭାଟିର ବର୍ଜ୍ୟଜଳ ନିଷ୍କାସନ ହେଉଥିବା କେନାଲକୁ...