ବାଲିକୁଦା: ଏରସମା ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ଇବ୍ରିସିଂହ ମା ଉତ୍ତାରେଶ୍ବରୀ ପୀଠ ପରିସରରେ ଚଇତି କବିତା ଆସର ଅନୁଷ୍ଠିତ l
ଏରସମା ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ଇବ୍ରିସିଂହ ମା ଉତ୍ତାରେଶ୍ବରୀ ପୀଠ ପରିସରରେ ଚଇତି କବିତା ଆସର ଅନୁଷ୍ଠିତ ଆଜି ରାତ୍ର 8ଘଟିକା ସମୟରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ଇବ୍ରିସିଂହ ମା ଉତ୍ତାରେଶ୍ବରୀ ପୀଠ ପରିସରରେ ଚଇତି କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦିକ ଶିକ୍ଷାବିତ, କବୟତ୍ରୀ, ସମାଜସେବୀ ବସନ୍ତମଞ୍ଜରୀ ଦାସ, ପ୍ରେମଚରଣ ରାଉତ,ମଞ୍ଚର ସଭାପତି ପଣ୍ଡିତ ନାଗୁଚାରଣ ଦେବତା, ସମ୍ମାନିତ ଅତିଥି ଆଇନଜୀବୀ ଓ ସମାଜସେବୀ ମଞ୍ଜୁଲତା ରାଉତ, କୈଳାସ ଚନ୍ଦ୍ର ପ୍ରଧାନ, ଦୀପ୍ତି ରଞ୍ଜନ ଖଣ୍ଡୁଆଳଙ୍କ ସଂଯୋଜନାରେ ୩୦ଜଣ କବି କବୟିତ୍ରୀ ନିଜର କବିତା ପାଠ