ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ବର ଯୁବଶକ୍ତି ପକ୍ଷରୁ ମିଶନ ପଡିଆ ଠାରେ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଏକ ଟଙ୍କାରେ ପେଟପୁରା ଖାଇବା। ବାଲେଶ୍ବର ଯୁବଶକ୍ତିର ନିଆରା ପଦକ୍ଷେପ। ଯେଉଁମାନେ ଭୋକିଲା ରହୁଛନ୍ତି, ଗୋଟିଏ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଯୁବଶକ୍ତି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅର୍ଣ୍ଣପୂର୍ଣା ଯୋଜନା ମାଧ୍ୟମରେ ସୋମବାର ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ମିଶନ ପଡିଆ ଠାରେ ଖାଦ୍ୟ ପ୍ରଦାନ କରଯାଇଥିଲା।