ଶୁକ୍ରବାର ଦିନ ପ୍ରାୟ ୧୨ ଟାରେ ଜାତୀୟ ମହିଳା କମିଶନର ମାନ୍ୟବର ସଦସ୍ୟା ଡା. ଅର୍ଚ୍ଚନା ମଜୁମଦାର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି। ସେ ଶାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହିଳା ମାନଙ୍କ ସହ ସାକ୍ଷାତ କରି ମହିଳା ସଭା ମାଧ୍ୟମରେ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି।