ଓରିଏଣ୍ଟ: କାଳୀନଗର ଠାରେ ଚାଲିଥିବା ମାଁ କାଳୀଙ୍କ ପୂଜାର୍ଚ୍ଚନା ଅବସରରେ ପ୍ରସିଦ୍ଧ ଗାୟିକା ସ୍ୱାଗତିକ ତ୍ରିପାଠୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର କାଳୀନଗର ଠାରେ ଧୁମଧାମରେ ଚାଲିଛି ମାଁ କାଳୀଙ୍କ ପୂଜାର୍ଚ୍ଚନା। ଏକ ଭବ୍ୟ ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଆୟୋଜକଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ପ୍ରସିଦ୍ଧ ଗାୟିକା ସ୍ୱାଗତିକ ତ୍ରିପାଠୀ ଯୋଗଦାନ କରିଥିଲେ। ତାଙ୍କର ସମ୍ବଲପୁରୀ ଭଜନ ଏବଂ ସମ୍ବଲପୁରୀ ଗୀତରେ ଦର୍ଶକ ମାନେ ମୁଗ୍ଧ ହୋଇଯାଇଥିଲେ। ତେବେ ମାଁ କାଳୀଙ୍କ ଦର୍ଶନ ସହିତ ଆଶୀର୍ବାଦ ନେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ଅଞ୍ଚଳର ଅନେକ ଜନସାଧାରଣଙ୍କ ସମାଗମ