ବୌଦ୍ଧ ସଦର: କୁରୁମୁଣ୍ଡା ଗ୍ରାମ୍ୟ ରାସ୍ତା ସାଜିଛି ମରଣ ଯନ୍ତା, ଯାତାୟାତ ବାଧାପ୍ରାପ୍ତ ଓ ମରାମତି ପାଇଁ ଗ୍ରାମବାସୀଙ୍କ ଦାବି #jansamasya
Baudh Sadar, Boudh (Bauda) | Jul 14, 2025
ବୌଦ୍ଧ ବ୍ଲକ ଗୁଣ୍ଡୁଳିଆ ପଞ୍ଚାୟତ ଅନ୍ତର୍ଗତ କୁରୂମୁଣ୍ଡା ଗ୍ରାମ୍ୟ ରାସ୍ତା ସାଜିଛି ମରଣ ଯନ୍ତା ଯାତାୟାତରେ ବାଧାପ୍ରାପ୍ତ ହେଇଛି ମରାମତି ପାଇଁ...