ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ସ୍ଥିତ ଆୟନ ବିଜ୍ଞାନ କଲେଜ ର ବାର୍ଷିକ ଉଦଶବ ଅନୁଷ୍ଠିତ ହୋଇଛି।ପ୍ରଥମେ ଭଗବାନ ଗଣେଶ ଙ୍କୁ ପୂଜାର୍ଜନା ପୂର୍ବକ ଉଦଶବ କୁ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଇଓ ଗଣେଷ କିଷାନ,ଆୟନ ବିଦ୍ୟାଳୟ ର ପ୍ରତିଷ୍ଠାତା ଦୂରବାସା ବେହେରା, ପଶ୍ଚିମ ଓଡିଶା ର ସୁନାମଧନ୍ୟ କଳାକାର ସ୍ୱାଶତ ତ୍ରିପାଠୀ, ପ୍ରିନସିପାଲ ଲବକୁମାର ମହାନନ୍ଦ, ଲିଟି