ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଗଡ ସାନପୁଟ ପଂଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ ମଣ୍ଡପରେ ଅନୁଷ୍ଟିତ,ଯୋଗଦେଲେ ସ୍ଥାନୀୟ ବିଧାୟକ
Satyabadi, Puri | Sep 13, 2025
ଆଜି ଅପରାହ୍ନ ଚାରିଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଗଡ ସାନପୁଟ ପଂଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ ମଣ୍ଡପ...