ଜଳେଶ୍ବର: ଚାଫଳା ଗ୍ରାମରେ ବନ୍ୟା, ପରିସ୍ଥିତି ସମ୍ପର୍କରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସଙ୍କ ପ୍ରତିକ୍ରିୟା
Jaleswar, Balasore | Aug 26, 2025
ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବସ୍ତା ବ୍ଲକ ର ପୁଟୁରା ପଞ୍ଚାୟତର ବନ୍ୟା ପ୍ରଭାବିତ ଚାଫଲା ଗାଁ l ଆଜି ରାଜ୍ୟ କଂଗ୍ରେସ ର ପ୍ରବକ୍ତା...