ରେଢାଖୋଲ: ମିନି ଷ୍ଟାଡିୟମ ଠାରେ ଜାଭେରୀୟାନ୍ ହାଇସ୍କୁଲର ଦ୍ବିତୀୟ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ମିନି ଷ୍ଟାଡିୟମ ଠାରେ ଜାଭେରୀୟାନ୍ ହାଇସ୍କୁଲର ଦ୍ବିତୀୟ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ମିନି ଷ୍ଟାଡିୟମ ଠାରେ ରବିବାର ସକାଳେ ଆଦର୍ଶ ନଗର ସ୍ଥିତ ଯାଭେରିଆନ୍ ହାଇସ୍କୁଲ ର ୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ସୁପ୍ରିୟା ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ ଯୋଗ ଦେଇ ଅଭିଭାବକ ମାନଙ୍କୁ ଛୋଟ ଛୋଟ କମଳ ଶିଶୁ ମାନଙ୍କୁ ମୋବାଇଲ୍ ଠାରୁ ଦୁରେଇ ରଖିବା ସହ ମୋବାଇଲ୍ ରେ ଛୁଆଙ୍କ କାର୍ଯ୍ୟକଳାପ ଓ ବିଭିନ୍ନ ଶ