ବାଲିକୁଦା: ପଦ୍ମପୁର ଗ୍ରାମରେ ପୋଲିସ ର ଚଢ଼ାଉ ବିପୁଳ ପରିମାଣ ର ମଦ ଜବତ ଆସାମୀ ଗିରଫ ପରେ କୋଟ ଚାଲାଣ
ଗତକାଲି ରାତ୍ରିରେ ଏରସମା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ପଦ୍ମପୁର ଗ୍ରାମରେ ଚଢ଼ାଉ କରିଥିଲା l ଚୋରା ମଦବେପାରୀ ଦିଲ୍ଲୀପ ମାଇତି କୁ ଗିରଫ କରିବା ସହିତ ତା ନିକଟରୁ ବିପୁଳ ପରିମାଣ ମଦ ଜବତ କରିଥିଲା l ଆଜି ଦିନ ୩ ଟା ବେଳେ କୋଟ ଚାଲାଣ କରାଯାଇଥିବା ସୂଚନା ଅଛି l