ଝାରସୁଗୁଡା ଜିଲ୍ଲା ରାଜପୁର ଠାରେ ଅଟଳ କ୍ଲବ ରାଜପୁର ପକ୍ଷରୁ ଆୟୋଜିତ ହେଉଥିବା ୩୪ତମ ପ୍ରଥମାଷ୍ଟମି ଫୁଟବଲ ପ୍ରତିଯୋଗିତା ବୁଧବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ଷ୍ଟାର ଇଲେଭେନ୍ ରାଜପୁର୍ ଏବଂ ଅନିକେତ ଇଲେଭେନ୍ ବନ୍ଦବାହାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଧାରିତ ସମୟରେ ଖେଳ ଅମୀମାଂଶିତ ରହିଥିବାବେଳେ ଟ୍ରାଇବ୍ରେକର ଜରିଆରେ ଅନିକେତ ଇଲେଭେନ୍ ବନ୍ଧବାହାଲ ଦଳ ଚାମ୍ପିଅନ ହୋଇଛି l ଶ୍ରେଷ୍ଠ ଖେଳାଳି ଭାବରେ ବନ୍ଧବାହାଲ ଦଳର ଅଜୟ ବାର୍ଲା,ଶ୍ରେଷ୍ଠ ଗୋଲକିପର ବିଶ୍ଵନାଥ ବୁଡ଼ା ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଡିଫେଣ୍ଡିର