ଜାନୁଆରୀ ୨୮ ତାରିଖ ଅପରାହ୍ନ ପ୍ରାୟ ୧ଟାରୁ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ହକିଭିଲେଜ ମେଁ ଫେୟାର ହୋଟେଲରେ ଆୟୋଜିତ ୨୫ତମ ସି.ଆଇ.ଆଇ.ଏଣ୍ଟରପ୍ରାଇଜ ଓଡିଶା ୨୦୨୬ର ସଂସ୍କରଣ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ, ପଶ୍ଚିମ ଓଡିଶା ଆଉ "ଭବିଷ୍ୟତର ସୀମାନ୍ତ ନୁହେଁ, ବରଂ ଓଡିଶାର ସମଗ୍ର ଉନ୍ନତ୍ତିର ମୁଖ୍ୟ ଇଂଜିନ ଅଟେ, କାର୍ଯ୍ୟକ୍ରମରେ ଶିଳ୍ପ, କୌଶଳ ଉନୟନ ଓ ପ୍ରାଯୁକ୍ତିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଅତିରିକ୍ତ ମୁଖ୍ୟ ସଚିବ ( ଶିଳ୍ପ,ଗୃହ ଓ ସୂଚନା ଜନସମ୍ପର୍କ ସମ୍ବନ୍ଧୀୟ ଶର୍ମା,