ଭଦ୍ରକ ଗ୍ରାମାଞ୍ଚଳ: ପଧାନପଡାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆକ୍ରମଣ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ
ପଧାନପଡାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆକ୍ରମଣ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଦୀର୍ଘ ୭ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ। ଗତ ୧୪/୦୭ରେ ମେନକା ଯେନା ଘରେ ଥିବା ବେଳେ ଜମିବାଡ଼ି ବିବାଦକୁ ନେଇ ତାଙ୍କର ଅପରପକ୍ଷ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ। ସେ ଗୁରୁତର ଅଵସ୍ଥାରେ ଅଦ୍ୟାବଧି ଚିକିତ୍ସିତ ହେଉଛନ୍ତି ଡାକ୍ତରଖାନାରେ। ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ନେଇ ଅସନ୍ତୋଷ ଵ୍ୟକ୍ତ କରିଛନ୍ତି ପରିବାର। ଏନେଇ ବନ୍ତ ଥାନାରେ ୧୫/୦୭ରେ ଲିଖିତ ଆଭିଯୋଗ ହୋଇଛି